There are no items in your cart
Add More
Add More
| Item Details | Price | ||
|---|---|---|---|
Health, Relationship, Career ଓ Money ସମ୍ପର୍କିତ ମାନସିକ ଓ ଭାବନାତ୍ମକ ସମସ୍ୟାକୁ
Ho’oponopono Healing & Emotional Awareness Practices ଦ୍ୱାରା ମୂଳରୁ Heal କରନ୍ତୁ।
35+ Odia Professionals ପାଇଁ ତିଆରି ଏକ ସମ୍ପୂର୍ଣ୍ଣ Emotional Balance System।.
ମୁଁ ସୁଶାନ୍ତ—ଏକ Ho’oponopono ଓ EFT (Emotional Freedom Technique) ପ୍ରାକ୍ଟିସନର୍। ନିଜ ଜୀବନର ଅନୁଭବ, ଗଭୀର ଅଧ୍ୟୟନ ଓ ନିୟମିତ spiritual practices ମାଧ୍ୟମରେ ମୁଁ ଓଡ଼ିଆମାନଙ୍କୁ emotional wellbeing, inner balance ଓ self-growth ଦିଗରେ ସଚେତନ କରିବାକୁ କାମ କରୁଛି। ମୁଁ “Healing Through Ho’oponopono” ପୁସ୍ତକର ଲେଖକ ମଧ୍ୟ, ଯାହା ମୋର ଶିକ୍ଷା ଓ ଅନୁଭବର ସାର।
ମୋର ଦୃଢ଼ Vision ହେଉଛି—2036 ପୂର୍ବରୁ 35+ ବୟସର 1 ଲକ୍ଷ ଓଡ଼ିଆ Professionals ଓ Entrepreneursଙ୍କୁ ଭାବନାତ୍ମକ ସଚେତନତା, ମାନସିକ ସନ୍ତୁଳନ ଓ inner transformation ଦିଗରେ ଅଗ୍ରସର କରିବା। ଏହି ପ୍ଲାଟଫର୍ମରେ ମୁଁ ଯାହା ଶେୟାର କରେ, ସେସବୁ self-growth ଓ spiritual wellbeing ଉପରେ ଆଧାରିତ; ଏହା କୌଣସି medical treatment ବା medical advice ନୁହେଁ, ବରଂ ଏକ self-healing ଓ inner growth journey।
ପ୍ରତିଦିନ ମନରେ ଚାପ, BP spikes, ଭୟ, panic, overthinking… ଏହା ମନ ଓ ଦେହ ଉଭୟକୁ କ୍ଳାନ୍ତ କରିଦେଉଥାଏ।
ଆମର ସମାଧାନ: Ho’oponopono ଦ୍ୱାରା emotional detox, stress-pattern release, deep calming।
ଫଳାଫଳ: Stable BP, calm mind, anxiety drop, peaceful sleep।
ଘରୋଇ misunderstanding, silent distance, arguments ଓ ଭାବନାର ଦୂରତା—ଦିନକୁ ଦିନ ମନର ଶାନ୍ତିକୁ ନଷ୍ଟ କରିଦେଉଥାଏ।
ଆମର ସମାଧାନ: Relationship healing, forgiveness process, emotional trigger release।
ଫଳାଫଳ: ସମ୍ମାନ, ବୁଝାପଡ଼ା, ପ୍ରେମ ଓ ଶାନ୍ତି ପୁନଃ ଫେରିଆସେ।
କାମ କରିବାକୁ ଇଚ୍ଛା ରହିଲେ ମଧ୍ୟ ମନ୍ ଏକାଗ୍ର ହେଉନାହିଁ; self-doubt, fear ଓ mental blocks ଆଗକୁ ବଢ଼ିବାକୁ ଅଟକାଇଦେଉଛି।
ଆମର ସମାଧାନ: Identity healing, confidence activation, career clarity release।
ଫଳାଫଳ: ସ୍ପଷ୍ଟ ଦିଗ, courage, focus, ଏବଂ କାମରେ consistency।
ଅର୍ଥ ଆସେ—କିନ୍ତୁ ରହେନାହିଁ। ଭବିଷ୍ୟତ୍ ନେଇ ଭୟ, guilt ଏବଂ scarcity mindset ମନକୁ ଦଖଳ କରିଦେଉଥାଏ।
ଆମର ସମାଧାନ: Money-energy healing, abundance programming, guilt-release।
ଫଳାଫଳ: financial confidence, stability, abundance flow।
ଲୋକଙ୍କ ଆଗରେ ହସୁଛନ୍ତି—କିନ୍ତୁ ଭିତରେ ଖାଲିପନା, loneliness, sadness, and emotional overload ଆପଣଙ୍କୁ ନିଜେ ନିଜରୁ ଦୂର କରିଦେଉଛି।
ଆମର ସମାଧାନ: Inner child healing, memory cleansing, trauma-release, self-love activation।
ଫଳାଫଳ: ହାଲୁକା ମନ, emotional freedom, ଭିତରୁ ଶାନ୍ତି ଓ ସ୍ୱୟଂପ୍ରେମ।