EFT Foundation Workshop
Contact us
EFT Tapping Method Course — Sushanta Kumar Padhan, EFT Tapping Coach Odisha

EFT Foundation Workshop

👤 Instructor: Sushanta Kumar Padhan 🌐 Language: Odia and English 👥 For: Odia Professionals 30–55 · Odisha

FREE

About This Course

⏱️ ଗୋଟେ ଘଣ୍ଟା। ଗୋଟେ ଶିଫ୍ଟ। ଶୂନ୍ୟ ଖର୍ଚ୍ଚ।
ଗୋଟେ ଘଣ୍ଟା — ଆପଣଙ୍କ ମନ, ଶରୀର ଓ ଜୀବନରେ ପ୍ରକୃତ ପରିବର୍ତ୍ତନ।


😔 “ମୁଁ ଜାଣେ କିଛି ଭୁଲ୍ ଚାଲିଛି…

କିନ୍ତୁ କାହିଁକି ଏବଂ କେମିତି ଠିକ୍ କରିବି — ଜାଣିନି।”

ଦିନ ସାରା ଚାପ…
ରାତିରେ ମନ ଶାନ୍ତ ହୁଏନି…
ନିଜ ପ୍ରତି ସନ୍ଦେହ, ଭୟ, ଅସନ୍ତୋଷ…

👉 ଆପଣ ଚେଷ୍ଟା କରୁଛନ୍ତି —
କିନ୍ତୁ ଭିତରର ଭାର ହଳକା ହେଉନି।


💥 ଏବେ ସମୟ — କେବଳ ଶୁଣିବା ନୁହେଁ…

ନିଜେ ଅନୁଭବ କରିବାର।

👉 EFT Tapping — ଏକ ସରଳ କିନ୍ତୁ ଅତ୍ୟନ୍ତ ଶକ୍ତିଶାଳୀ ପ୍ରଣାଳୀ
👉 ଯାହା କେବଳ କିଛି ମିନିଟ୍‌ରେ ଆପଣଙ୍କ ଷ୍ଟ୍ରେସ୍ ଓ ଭିତରର ବ୍ଲକ୍ କୁ ରିଲିଜ୍ କରିଦେଉଛି

🔥 ଏବଂ ଆପଣ ଏହାକୁ ଆଜି —
ଗୋଟିଏ ପଇସା ଖର୍ଚ୍ଚ ନକରି ଅନୁଭବ କରିପାରିବେ।


🎯 ଏହି 1 ଘଣ୍ଟାରେ ଆପଣ ପାଇବେ —

🔹 01 — 9ଟି EFT Tapping Points (ସହଜ ଓଡ଼ିଆରେ)

👉 ଆପଣଙ୍କ ଶରୀରର ଏନର୍ଜି ମାପ୍
👉 ଯେଉଁଠି ଚାହିଁଲେ, ସେଠି ପ୍ରାକ୍ଟିସ୍ କରନ୍ତୁ


🔹 02 — Live Tapping Experience (ସିଧାସଳଖ ପରିବର୍ତ୍ତନ)

👉 Sushanta Sir ସହିତ ଲାଇଭ୍ ସେସନ୍
👉 କେବଳ କିଛି ମିନିଟ୍‌ରେ ମନ ହଳକା, ଶରୀର ଶାନ୍ତ


🔹 03 — “ମୁଁ କାହିଁକି Stuck?” — ସରଳ ସାଇନ୍ସ

👉 ଆପଣଙ୍କ ଭିତରର energy blocks କିପରି କାମ କରେ
👉 କାହିଁକି ଆପଣ ଆଗକୁ ବଢ଼ି ପାରୁନାହାଁନ୍ତି — ସ୍ପଷ୍ଟ ଉତ୍ତର


🔹 04 — Free Bronze WhatsApp Community

👉 ଓଡ଼ିଆ ପ୍ରୋଫେସନାଲ୍ମାନଙ୍କ ସହ ଯୋଡ଼ନ୍ତୁ
👉 ଏକାସାଥିରେ ହିଲିଂ, ସପୋର୍ଟ ଓ ଗ୍ରୋଥ୍


💡 ଏହା କେବଳ ୱର୍କଶପ୍ ନୁହେଁ…

👉 ଏହା ଆପଣଙ୍କ ନୂଆ ଜୀବନର ଆରମ୍ଭ


🎁 ଆଜିର ଅଫର୍

₹9,999
🔥 ଆଜି ପାଇଁ ସମ୍ପୂର୍ଣ୍ଣ FREE

✔️ 100% ଓଡ଼ିଆରେ
✔️ ରେଜିଷ୍ଟ୍ରେସନ୍ ପରେ ସତ୍ତ୍ୱରେ ଆକ୍ସେସ୍
✔️ କୌଣସି କାର୍ଡ ଦରକାର ନାହିଁ
✔️ Weekly live workshop ଆକ୍ସେସ୍


⚠️ ସତ୍ୟ କଥା:

👉 ଆପଣ ଏଭଳି ହିଁ ଚାଲୁ ରଖିବେ?
👉 କି ଗୋଟେ ଘଣ୍ଟା ଦେଇ ନିଜ ଜୀବନକୁ ବଦଳାଇବେ?


👉 ଏବେ ନିଷ୍ପତ୍ତି ନିଅନ୍ତୁ

🔥 ଆଜି Free Workshop Join କରନ୍ତୁ →

କେବଳ ଗୋଟେ ଘଣ୍ଟା…
ଆପଣଙ୍କ ଜୀବନର ସବୁଠାରୁ ବଡ଼ ଶିଫ୍ଟ ହୋଇପାରେ।

Sushanta Kumar Padhan — Odisha's First EFT Tapping Coach, Balangir
Odisha's First EFT Coach
Balangir, Odisha · India

Sushanta Kumar Padhan

ଓଡ଼ିଶାର ପ୍ରଥମ EFT Tapping Coach

Odisha's first EFT Tapping Coach and founder of the EFT Empowerment Hub. I am on a mission to help 1,00,000 Odia Professionals aged 30–55 achieve freedom from health, relationship, career and money blocks.

ସମସ୍ତ coaching ସଂପୂର୍ଣ୍ଣ ଓଡ଼ିଆ ଭାଷାରେ — ଯାହା ହୃଦୟ ସ୍ପର୍ଶ କରୁ, mind ନୁହଁ।

✓ Certified EFT Coach ✓ Chakra Healing Practitioner ✓ Published Author (2 Books) ✓ Odia Language Delivery

What You Will Learn

EFT Tapping ଦ୍ୱାରା ଜୀବନର ଚାରୋଟି ମୁଖ୍ୟ ଦିଗ — ଏକ ସଙ୍ଗରେ healing।

Health Freedom

ଶରୀର ଓ ମନ ର ମୁକ୍ତି

EFT Tapping ଦ୍ୱାରା chronic stress, anxiety ଓ body pain ର root cause ଚିହ୍ନି ଆରୋଗ୍ୟ ଲଭ କରନ୍ତୁ — without medicine.

Relationship Healing

ସଂସାରରେ ଶାନ୍ତି ଫେରୁ

Emotional wounds clear କରି family ଓ social harmony ଫେରାନ୍ତୁ — ଓଡ଼ିଆ community ସହ ଶିଖି ବଢ଼ନ୍ତୁ।

Career Unblocking

Career ଆଗ ବଢ଼ୁ

Self-sabotage ଓ imposter syndrome tap away କରି career growth ଓ purpose unlock କରନ୍ତୁ।

Money Block Release

ଅର୍ଥ ବ୍ଲକ ଦୂର ହେଉ

Scarcity beliefs ଓ financial fear tap away — abundance mindset ଗଢ଼ି prosperity welcome କରନ୍ତୁ।

Lifetime Access

ଯେ କୌଣସି ସମୟ, ଯେ କୌଣସି ଜାଗା

Revisit content, replay sessions ଓ community ସହ ଶିଖନ୍ତୁ — ଆଜୀବନ access।

Award & Recognition

ପ୍ରମାଣ ଓ ସମ୍ମାନ

Holistic Healing Practitioner Award earn କରନ୍ତୁ — digital certificate + community recognition ceremony।

This Course is For You If...

ଆପଣ ଏଇ ଅନୁଭୂତି କରୁଛନ୍ତି ବୋଲି ଜାଣୁ

😮‍💨

Stress & Burnout

ଆପଣ ଏକ Odia Professional (30–55) ଯିଏ chronic stress, anxiety ବା burnout ଅନୁଭବ କରୁଛନ୍ତି।

💸

Stuck in Life

ଆପଣ money, career ବା relationship ରେ stuck feel କରୁଛନ୍ତି ଓ root cause ବୁଝି ପାରୁ ନାହାଁନ୍ତି।

🗣️

Healing in Odia

ଆପଣ Odia ରେ healing ଶିଖିବାକୁ ଚାହାଁନ୍ତି — ଯାହା ହୃଦୟ ସ୍ପର୍ଶ କରୁ, mind ନୁହଁ।

✦ ଆଜି ଆରମ୍ଭ କରନ୍ତୁ — Join Free Workshop

ଗୋଟିଏ ପଇସା ଲାଗୁ ନାହିଁ · No credit card needed · Instant access

Course Curriculum

ଆମ Members ର ଅନୁଭୂତି

ଆପଣଙ୍କ ପ୍ରଥମ tap —
ସଂପୂର୍ଣ୍ଣ ମାଗଣା।

Your first tap costs nothing. Start your healing journey today.

ଆଜି Free Workshop ଦ୍ୱାରା ଆରମ୍ଭ କରନ୍ତୁ — ତା'ପରେ upgrade ସ୍ଥିର କରନ୍ତୁ।

FREE

🔒 Secure checkout  ·  ✓ Instant access  ·  connect@sushantakumarpadhan.in